ସୀମ ସ୍ଥାନ Sīma sthāna

  • ଦେ. ବି (ସଂ. ସୀମନ୍ତ+ସ୍ଥାନ) — ମୁଣ୍ଡ ତଳେ ଦିଆଯିବା ତକିଆ — Pillow for the head
  • ଦେ. ବି (ସଂ. ସୀମନ୍ତ+ସ୍ଥାନ) — (ଉ—ଶିରକୁ ସୀମସ୍ଥାନ ଯୋଗାଇ କର୍ପୂରଧୂଳି ସିଞ୍ଚା। ଭକ୍ତଚରଣ, ମଥୁରାମଙ୍ଗଳ।)
  • ଦେ. ବି (ସଂ. ସୀମନ୍ତ+ସ୍ଥାନ) — ମସ୍ତକ — Head