ସୀଧୁ ପୁଷ୍ପ Sīdhu pushpa

  • ସଂ. ବି (ବହୁବ୍ରୀହି) — କଦମ୍ବ (ରାଜନିର୍ଘଣ୍ଟ) — The Neuclea Kadamba tree
  • ସଂ. ବି (ବହୁବ୍ରୀହି) — ବକୁଳ; ବଉଳ (ରାଜନିର୍ଘଣ୍ଟ) — The Bakuḻa tree