ସୀଧୁ ଗନ୍ଧ Sīdhu gandha

  • ସଂ. ବି ( 6 ଷ୍ଠୀ ତତ୍) — ମଦ୍ୟଗନ୍ଧ — The smell of wine
  • ସଂ. ବି ( 6 ଷ୍ଠୀ ତତ୍) — (ବହୁବ୍ରୀହି; ସୀଧୁ ପରି ଗନ୍ଧ ଯାହାର) ବକୁଳ ଫୁଲ — The Bakuḻa flower
  • ସଂ. ବି ( 6 ଷ୍ଠୀ ତତ୍) — ବକୁଳ ଗଛ (ଶବ୍ଦରତ୍ନାବଳୀ) — The Bakuḻa tree