ସୀତ୍ୟୟା Sītyayā

  • ଗ୍ରା. ବି (ଅଶୁଦ୍ଧ ଉଚ୍ଚାରଣ) — ସୀତା ଦେବୀ; ରାମପତ୍ନୀ — Sītā the wife of Rāma
  • ଗ୍ରା. ବି (ଅଶୁଦ୍ଧ ଉଚ୍ଚାରଣ) — (ଉ— ଆଶ୍ରମ କର ନାରାୟଣ, ନନ୍ଦା ସୀତୟା ରାମାଶ୍ରମ। ଜଗନ୍ନାଥ, ଭାଗବତ।)
  • ଦେ. ବି — 'ସୀତା'ର ଡାକ ନାମ — Nickname of 'Sītā'