ସୀତିକାର Sītikāra

  • ଦେ. ବି (ସଂ. ସୀତ୍କାର) — ସୀତ୍କାର (ଦେଖ) — Sīt-kāra (See)
  • ଦେ. ବି (ସଂ. ସୀତ୍କାର) — [ଉ—କାମଜଳେ ତନୁ ବୁଡ଼ି ରୋମାଞ୍ଚେ, କମ୍ପି ସୀତିକାରେ କୋଳ ନ ମୁଞ୍ଚେ—ଶିଶୁଶଙ୍କର, ଉଷାଅଭିଳାଷ।]