ସୀତା ପୁର Sītā pura

  • ଦେ. ବି (ନାମ) — ଯୁକ୍ତପ୍ରଦେଶାନ୍ତର୍ଗତ ଲକ୍ଷ୍ମୌର ଉତ୍ତରସ୍ଥ ଗୋଟିଏ ଜିଲ୍ଲା ଓ ସହର — Sitāpur; name of a district and town near Lucknow in the United Provinces