ସୀତା ଜନ୍ମବ୍ରତ Sītā janmabrata

  • ସଂ. ବି — ବୌଶାଖ ଶୁକ୍ଳ ନବମୀ ଦିନ ସୀତାଙ୍କର ପୂଜା ଓ ବ୍ରତ — A festival of worshipping Sitā on the Rāma nabamī day
  • ସଂ. ବି — [ଦ୍ର—ବୈଶାଖ ଶୁକ୍ଳନବମୀ ଦିନ ଲାଙ୍ଗଳ ପଦ୍ଧତିରୁ ସୀତାଙ୍କୁ ରାଜା ଜନକ ପ୍ରାପ୍ତ ହୋଇ ଥିବାରୁ ଉକ୍ତ ଦିନ ଏହି ବ୍ରତଟି ହୁଏ।]