ସୀକର ଶୀତ Sīkara ṡīta
- ସଂ. ବିଣ ( 3 ୟା ତତ୍) — ଜଳକଣା ଦ୍ୱାରା ଶୀତଳ — Cooled with water spray
- ସଂ. ବିଣ ( 3 ୟା ତତ୍) — (ଉ—ତ୍ୱରିତ ବଧୂ ମୋହ ବିନାଶ ଆଶେ, ସୀକର-ଶୀତ ବାୟୁ ପେଶିଲେ ପାଶେ। ମଧୁସୂଦନ, ସୀତା- ବନବାସ [କବିତାବଳୀ]।)
- ସଂ. ବିଣ ( 3 ୟା ତତ୍) — ଜଳକଣା ପରି ଶୀତଳ — Cool like spray