ସୀଉକାର Siukāra
- ଗ୍ରା. ବି (ସଂ. ସ୍ୱୀକାର) — ସ୍ୱୀକାର; ସମ୍ମତି — Consent
- ଗ୍ରା. ବି (ସଂ. ସ୍ୱୀକାର) — [ଉ—ତୁମ୍ଭର ସୀଉକାର ହେଲେ ସିନା ଏହା। କୃଷ୍ଣସିଂହ, ମହାଭାରତ, ବନ।]
- ଗ୍ରା. ବି (ସଂ. ସ୍ୱୀକାର) — କରଣ ସମାଜରେ ବିବାହ ପୂର୍ବରୁ ବରକନ୍ୟାଙ୍କ ସମ୍ବନ୍ଧରେ ଉଭୟ ପକ୍ଷଙ୍କର ସମ୍ମତିସୂଚକ ନିର୍ବନ୍ଧ ଓ ଉତ୍ସବ — The ceremony of formal betrothal before marriage (amongst the Karaṇas of Orissa)
- ଗ୍ରା. ବି (ସଂ. ସ୍ୱୀକାର) — କରଣ ସମାଜରେ 'ସ୍ୱୀକାର' ଉତ୍ସବରେ କନ୍ୟାଘରୁ ବରଘରକୁ ପଠାଯିବା ବେଭାର — Sending of presents from the betrothed bride to the bridegroom