ସୀଉକାର ସନମତି Sīukāra sanamati

  • ଗ୍ରା. ବି (ସହଚର) — କରଣ ସମାଜରେ ବର ଓ କନ୍ୟାଙ୍କର ବିବାହ ବିଷୟରେ ନିର୍ବନ୍ଧ ହେବା ପରେ ବର ପକ୍ଷ ଓ କନ୍ଯା ପକ୍ଷ ମଧ୍ୟରେ ଦିଆନିଆ ହେବା ବେଭାର — Mutual exchange of presents between the betrothed bride and the bridegroom