ସିହା କରିବା Sihā karibā

  • ଦେ. କ୍ରି — ହିସାବ ବହିରେ ଜମା ଖରଚ ଲେଖିବା — To enter receipts and expenses in the account book
  • ଦେ. କ୍ରି — ଜମା ଧନକୁ ହିସାବରେ ଲେଖିବା — To enter a receipt in the account book