ସିସୃକ୍ଷୁ Sisṛukshu

  • ସଂ. ବିଣ (ସୃଜ୍ ଧାତୁ+ଇଚ୍ଛାର୍ଥେ ସନ୍+କର୍ତ୍ତ. ଉ) — ସୃଷ୍ଟି କରିବାକୁ ଇଚ୍ଛୁକ; ନିର୍ମାଣ କରିବାକୁ ଅଭିଳାଷୀ — Desirous of creating