ସିଷୁମୁଣା Sishumuṇā

  • ଗ୍ରା. ବି [ପଦ୍ଯ] — ସୁଷୁମ୍ନା [ଦେଖ] — Sushumṇā (See)
  • ଗ୍ରା. ବି [ପଦ୍ଯ] — [ଉ—ପିଅଁଳା ଯମୁନା ନଦୀ ଅଟଇ, ସିଷୁମୁନା ସରସ୍ୱତୀ ସେ ହୋଇ। ପ୍ରାଚୀ, ପରଚେ ଗୀତା।]