ସିଲ୍ଚର Sil-chara

  • ଦେ. ବି (ନାମ) — ମଣିପୁର ରାଜ୍ୟର ପୂର୍ବବର୍ତ୍ତୀ ଆସାମର ଗୋଟିଏ ନଗର — Silchar (town) in Assam
  • ଦେ. ବି (ନାମ) — [ଦ୍ର—ଏଠାରେ ବ୍ରିଟିଶ୍ ଭାରତରେ 'ଲୁସାଇ ପାହାଡ଼' ନିକଟବର୍ତ୍ତୀ ଗୋଟିଏ ମହକୁମା ବା ସବ୍ଡିଭିଜନ୍ ଅଛି।]