ସିଲ୍ ମାରିବା

  • ଦେ. କ୍ରି — ଚିଠି ଆଦିକୁ ମୁଦି ମୁଦ୍ରିତ ସ୍ଥାନରେ ଲାଖ ଦେଇ ଲାଖ ଉପରେ ନାମାଙ୍କିତ ମୁଦ୍ରା ବସାଇବା।