ସିଲ୍ବର Silbar

  • ବୈଦେ. ବି — (ଇଂ, ସିଲ୍ଭର୍) ରୌପ୍ୟ; ରୂପା — Silver
  • ବୈଦେ. ବି — (ଇଂ. ଜର୍ମାନ୍ ସିଲ୍ଭର୍) ରସାୟନିକ ପ୍ରକ୍ରିୟାରେ ନିର୍ମିତ ଓ ରୂପାପରି ଦେଖାଯିବା ଏକପ୍ରକାର ଧାତୁ — German silver