ସିଲିପଟ୍, ସିଲିପଟା Silipaṭ(ā)

  • ବୈଦେ. ବିଣ (ଇଂ. ସ୍ଳୀପର୍) — ସିଲ୍ପର୍ ପରି ସମତଳ ଓ ପତଳା — Level and thin like the body of a sleeper
  • ବୈଦେ. ବିଣ (ଇଂ. ସ୍ଳୀପର୍) — ଜୀର୍ଣ୍ଣ; କ୍ଷୀଣ — Emaciated
  • ବୈଦେ. ବିଣ (ଇଂ. ସ୍ଳୀପର୍) — [ଦ୍ର—ଯେଉଁ ସ୍ତ୍ରୀଙ୍କ ସ୍ତନ ଉନ୍ନତ ନ ହୋଇ ବକ୍ଷସ୍ଥଳରେ ଲୀନପ୍ରାୟ ହୋଇଥଏ ଏବଂ ଯେଉଁ ସ୍ତ୍ରୀଙ୍କ ଛାତି ପାଖ ଚଟକା ଦେଖାଯାଏ, ତାହାଙ୍କ ବକ୍ଷସ୍ଥଳକୁ ସିଲ୍ ପଟ୍ ସଙ୍ଗେ ତୁଳନା କରାଯାଏ।]