ସିର୍ ସିର୍ Sir-sir

  • ଦେ. ଅ — ସଲସଲ; ଦେହ ଉପରେ ହାଲୁକା ସୂତା ବା ପର ଆଦି ଚଳାଇଲେ ଓ ପୋକ ଆଦି ଚାଳିଗଲେ ଯେଉଁପରି ଅନୁଭୂତି ହୁଏ — Light creeping sensation over the skin
  • ଦେ. ଅ — ଜ୍ୱରାଦି ରୋଗାକ୍ରମଣ ପୂର୍ବରୁ ଦେହର ଅସୁସ୍ଥତା ବୋଧ ଅବସ୍ଥା — Sickly feeling before an attack of fever
  • ଦେ. ଅ — ଦିହ ଛେଚିକୁଟି ହେବା ଅବସ୍ଥା: ଦିହ ହାତ ଘୋଳେଇ ବିନ୍ଧି ହେବା ଅବସ୍ଥା — Aching sensation throughout the body
  • ଦେ. ଅ — ରୋମ ଟାଙ୍କୁରିବା ଅବସ୍ଥା; ରୋମାଞ୍ଚ — Horripilation
  • ଦେ. ଅ — ଦେହ ଶୀତେଇବା ଓ ତଜ୍ଜିନ୍ନିତ କମ୍ପିବା ଅବସ୍ଥା — Feeling of cold and shivering in the body