ସିରିସ କାଗଜ Sirisa kāgaja
- ଦେ. ବି (ଫା. ସିରେସ୍+ଫା. କାଗଜ) — କାଚକୁ ବାଲିପରି ଚୁରି ସିରିସ ଅଠା ସାହାଯ୍ୟରେ କାଗଜ ଉପରେ ବିଛାଇ ଶୁଖାଇ ତିଆରି କରାଯିବା କାଗଜ, ଯାହା ଦ୍ୱାରା କାଠ ପାଲିଶ ହୁଏ — Glass paper
- ଦେ. ବି (ଫା. ସିରେସ୍+ଫା. କାଗଜ) — [ଦ୍ର—ଏହି କାଗଜରେ ଘଷି କାଠ ଓ ଧାତୁ ଦ୍ରବ୍ୟମାନ ପାଲିସ୍ କରାଯାଏ।]