ସିରାଜ୍ ଉଦ୍ଦିନ୍ Sirāj uddin

  • ଦେ. ବି (ନାମ) — ମୁସଲମାନଙ୍କ ନାମ — A name of Mahommedan males
  • ଦେ. ବି (ନାମ) — ଭାରତରେ ତ୍ରୟୋଦଶ ଶତା— ବ୍ଦୀର ପ୍ରଥମ ଭାଗରେ ରାଜତ୍ୱ କରୁଥିବା ଦାସବଂଶୀୟ ମୁସଲମାନ୍ ରାଜା କୁତବୁଦିନଙ୍କର ଜଣେ ବଂଶଧର ରାଜା — Name of one of the kings of the Slave Dynasty (Mahommedan) who ruled India in the 1st part of the 13th century