ସିରସ୍ତା Sirastā

  • ବୈଦେ. ବି [ଫା. ସରିସ୍ତା] — ସରକାରୀ କାଗଜ — Official record
  • ବୈଦେ. ବି [ଫା. ସରିସ୍ତା] — କଚିରି; ଲେଖା ପଢ଼ା ହେବା କାର୍ଯ୍ୟାଳୟ — Office where records are kept
  • ଦେ. ବି — ହାତୀକୁ ମଣ କରିବା — Breaking of an elephant