ସିମା ଫୋର୍ Simā phor

  • ବୈଦେ. ବି (ଇଂ. ସେମା ଫୋର୍) — ରେଳ ଷ୍ଟେସନର ଦୁଇ ପାଖରେ ଖଣ୍ଡଦୂରରେ ପୋତା ହୋଇଥିବା ସିଗ୍ନାଲ୍ ଖୁଣ୍ଟି — Semaphore; signal posts on both sids of a railway station
  • ବୈଦେ. ବି (ଇଂ. ସେମା ଫୋର୍) — [ଦ୍ର—ଏଥିରେ ଗୋଟିଏ ବାହୁ ଥାଏ; ତାହା ଉଠାଯାଏ ଓ ପକାଯାଏ ଏବଂ ରାତିରେ ଏଥିରେ ନାଲି କିମ୍ବା ନେଳି ଆଲୁଅ ଦିଆଯାଏ।]