ସିମା ପାଇକେରା Simā pāikerā

  • ପ୍ରାଦେ (ବାଣପୁର) ବି — ଏକପ୍ରକାର ଅତି ବଡ଼ ବନ୍ୟ ଗଛ — A kind of very large wild tree
  • ପ୍ରାଦେ (ବାଣପୁର) ବି — [ଦ୍ର—ଏହାର ପତ୍ର ତେନ୍ତୁଳି ପତ୍ର ପରି; କିନ୍ତୁ ତେନ୍ତୁଳି ପତ୍ରଠାରୁ ବଡ଼। ଏହାର ଫୁଲ ନାଲି।]