ସିଭିଲ୍ କୋର୍ଟ କମିଶନର୍ Sibhil korṭkamiṡanar
- ବୈଦେ. ବି (ଇଂ. ସିଭିଲ୍ କୋର୍ଟ କମିଶନର୍) — ପକ୍ଷମାନଙ୍କ ବିବାଦୀୟ ବିଷୟ ସରଜମିନରେ ତନ୍ନ ତନ୍ନ କରି ମାପି ପରୀକ୍ଷା କରିବା ବା ଅଦାଲତରେ ଅନୁପସ୍ଥିତ ସାକ୍ଷୀଙ୍କ ସାକ୍ଷ ଗ୍ରହଣ କରିବା ବା ହିସାବପତ୍ର ପରୀକ୍ଷା କରିବା ପାଇଁ ନିଯୁକ୍ତ କର୍ମଚାରୀ — Civil Court Commissioner