ସିପାଇ, ସିପାହି Sipāi(hi)
- ବୈଦେ. ବି (ଫା. ସିପାହି) — ସୈନିକ; ପଦାତିକ — Soilder; sepoy
- ବୈଦେ. ବି (ଫା. ସିପାହି) — [ଉ—ସିପାଇଏ ରଞ୍ଜାଇ ପର ହୃଦକୁ—କୃଷ୍ଣସିଂହ, ମହାଭାରତ, ଆଦି।]
- ବୈଦେ. ବି (ଫା. ସିପାହି) — ଦେଶୀୟ ପଦାତିକ — An Indian soilder
- ବୈଦେ. ବି (ଫା. ସିପାହି) — ଦେଶୀୟ କନିଷ୍ଟବଲ — Indian constable
- ବୈଦେ. ବି (ଫା. ସିପାହି) — ଚପରାସୀ; ପିଅନ — Peon
- ବୈଦେ. ବି (ଫା. ସିପାହି) — ଅସ୍ତ୍ରଶସ୍ତ୍ରଧାରୀ ପ୍ରହରୀ — Armed sentry
- ବୈଦେ. ବି (ଫା. ସିପାହି) — [ଦ୍ର—ଏହି ଫାରସି ଶବ୍ଦ ଇଂରାଜିରେ — Sepoyରୂପ ଧାରଣ କରିଅଛି]