ସିନ୍ଧୋଟ Sindhoṭa
- ପ୍ରାଦେ (ପୁରୀ ରାହାଙ୍ଗ) ବି — ପୁରୀଜିଲ୍ଲା ରାହାଙ୍ଗ ବ୍ରାହ୍ମଣ ଶାସନ— ମାନଙ୍କର (ଗ୍ରାମ ଦାଣ୍ଡରେ ପୁରୁଷମାନେ ଚଳପ୍ରଚଳ ହେଉଥିବାରୁ) ସ୍ତ୍ରୀମାନଙ୍କର ଗ୍ରାମର ଏକ ସ୍ଥାନରୁ ଅନ୍ଯ ସ୍ଥାନକୁ ବା ଗ୍ରାମାନ୍ତରକୁ ଯିବା ପାଇଁ ଘରମାନଙ୍କ ବାଡ଼ିରପଟରେ ପଡ଼ିଥିବା ରାସ୍ତା — The path running on the back door side of the rows of houses and used by the females of the Brahman villages of Puri district for going from one village to another