ସିନ୍ଧୁଡ଼ା Sindhuṟḍ̠a̲

  • ସଂ. ବି. ସ୍ତ୍ରୀ — ମାଳବ ରାଗର ଗୋଟିଏ ଭାର୍ଯ୍ୟା (ସଙ୍ଗୀତ ଦାମୋଦର) — One of the musical airs said to be a wife of Māḻaba tune
  • ସଂ. ବି. ସ୍ତ୍ରୀ — [ଦ୍ର—ମାଳବ ରାଗର ଭାର୍ଯ୍ୟାମାନଙ୍କ ନାମ—ଧାନୁସୀ, ମାଳସୀ, ରାମକିରୀ, ସିନ୍ଧୁଡ଼ା, ଅଶ୍ୱକାରୀ, ଭୈରବୀ।]