ସିନ୍ଧୁରୀ Sindhurī
- ସଂ. ବି — ରାଗିଣୀବିଶେଷ — A musical air
- ସଂ. ବି — [ଦ୍ର— ଏହା ସମ୍ପୂର୍ଣ୍ଣ ଜାତିର ଏକ ରାଗ ଓ ହିଣ୍ଡୋଳ ରାଗର ପୁତ୍ର। ଏହା ବୀର ରସର ରାଗ। ଏଥିରେ ଋଷଭ ଓ ନିଷାଦ କୋମଳ ସ୍ୱର ଲାଗେ। ଏଥିର ଗାନର ସମୟ ଦିବା 11 ଦଣ୍ଡଠାରୁ 15 ଦଣ୍ଡ—ହି. ଶ।] — [ଦ୍ର— ଏହା ସମ୍ପୂର୍ଣ୍ଣ ଜାତିର ଏକ ରାଗ ଓ ହିଣ୍ଡୋଳ ରାଗର ପୁତ୍ର ଏହା ବୀର ରସର ରାଗ ଏଥିରେ ଋଷଭ ଓ ନିଷାଦ କୋମଳ ସ୍ୱର ଲାଗେ ଏଥିର ଗାନର ସମୟ ଦିବା11ଦଣ୍ଡଠାରୁ15ଦଣ୍ଡ—ହି. ଶ]