ସିନ୍ଧୁତମ ତୀର୍ଥ Sindhutama tīrtha

  • ଦେ. ବି — ହିନ୍ଦୁମାନଙ୍କର ତୀର୍ଥବିଶେଷ — One of the sacred places of the Hindus;
  • ଦେ. ବି — [ଉ—ସିନ୍ଧୁତମ ତୀର୍ଥେ ଧୋଇଲେ ନିଜ କାୟେ, ବହୁତ ସ୍ୱର୍ଣ୍ଣ ଦାନ ଫଳ ଲାଭ ହୁଏ—କୃଷ୍ଣସିଂହ, ମହାଭାରତ, ବନ।]