ସିନ୍ଧୁଆ Sindhuā
- ଦେ. ବି — (ପୁଂ; ଅନାଦରାର୍ଥକ) ସିନ୍ଧୁର ଡାକ ନାମ — Name for calling 'Sindhu'
- ଦେ. ବି — ଏକ ପ୍ରକାର ପାଟଲୁଗା — A knid of silk cloth
- ଦେ. ବି — (ବ—ବଳ୍କଳ ବୋଲି ପିନ୍ଧାଇ କୌଶେୟ ବସନ, ବ୍ୟାଘ୍ର ଚର୍ମ ଭ୍ରମରେ ସିନ୍ଧିଆ ଶଯ୍ଯାମାନ। ଭଞ୍ଜ, ବେଦୈହୀଶ ବିଳାସ।)
- ଦେ. ବିଣ — ସିନ୍ଧୁ ପ୍ରଦେଶ ସଂବନ୍ଧୀୟ — Relating to the Province of Sindh