ସିନ୍ଧୁ ସିଂହ Sindhu siṁha

  • ସଂ. ବି (ଆଧୁନିକ ନାମ) — ଏକ ପ୍ରକାର ସିଲ୍ ମାଛ — Sea lion; a species of seal
  • ସଂ. ବି (ଆଧୁନିକ ନାମ) — [ଦ୍ର— ଦକ୍ଷିଣ ଆମେରିକା ଉପକୂଳସ୍ଥ ପ୍ରଶାନ୍ତ ମହାସାଗର — (Eumetopia Stelleri)ଉତ୍ତରସ୍ଥ ଜାପାନ ଓ କାଲିଫର୍ଣ୍ଣିଆ ଓ ସାନ୍ଫ୍ରାନ୍ସିସ୍ସ୍କୋ ଉପକୂଳରେ(Zalopus Californianus)—ଏହି ତିନି ସ୍ଥାନରେ ତିନି ବିଭିନ୍ନ ପ୍ରକାରର ସିନ୍ଧୁସିଂହ ଦେଖାଯାଆନ୍ତି]