ସିନ୍ଧୁ ସଙ୍ଗମ Sindhu saṅgama

  • ସଂ. ବି — ନଦୀ ବା ନଦ ଓ ସମୁଦ୍ରର ମିଳନ ସ୍ଥାନ (ଭରତ) — The junction of a river with the sea
  • ସଂ. ବି — ଦୁଇ ନଦ ବା ନଦୀର ସଙ୍ଗମ ସ୍ଥାନ — The junction of two rivers