ସିନ୍ଧୁ ମନ୍ଥଜ Sindhu manthaja

  • ସଂ. ବି — ସୈନ୍ଧବ ଲବଣ (ରତ୍ନମାଳା) (ଦେଖ) — Sa̲i̱ndhaba labaṇa (See)
  • ସଂ. ବି — ଅମୃତ — Nectar
  • ସଂ. ବିଣ — ସିନ୍ଧୁ ମନ୍ଥନରୁ ଜାତ — Produced from the ocean as a result of churning