ସିନ୍ଧୁ ବ୍ୟାଘ୍ର Sindhu byāghra

  • ସଂ. ବି (ଆଧୁନିକ ନାମ) — ଦେହର ବାଘ ପରି କଳା କଳା ଟୋପି ଟୋପି ଦାଗ ଥିବା ଏକପ୍ରକାର ସିଲ୍ ମାଛ — A kind of seal; the sea-leopard; Omorghinus Leptonya
  • ସଂ. ବି (ଆଧୁନିକ ନାମ) — [ଦ୍ର—ଏମାନେ ଉତ୍ତର ଓ ଦକ୍ଷିଣ ମହାସାଗରରେ ଥାଆନ୍ତି।]