ସିନ୍ଧୁ ବାର Sindhu bāra

  • ସଂ. ବି — ନିର୍ଗୁଣ୍ଡୀ (ଦେଖ) — Nirguṇḍī (See)
  • ସଂ. ବି — ସିନ୍ଧୁ ଦେଶୀୟ ଉତ୍କୃଷ୍ଟ ଅଶ୍ୱ — An excellent breed of horse of Sindh
  • ସଂ. ବି — ପାରସ୍ୟ ଦେଶୀୟ ଉତ୍କୃଷ୍ଟ ଅଶ୍ୱ (ପ୍ରକୃତିବାଦ) — An excellent breed of horse of Persia