ସିନ୍ଧୁ ପିବ Sindhu piba

  • ସଂ. ବି (ସିନ୍ଧୁ+ପା ଧାତୁ+କର୍ତ୍ତୃ ଅ; ଯେ ସମୁଦ୍ରକୁ ପାନ କରିଥିଲେ) — ଅଗସ୍ତ୍ୟ ଋଷି (ହି. ଶ.) — Sage Agastya