ସିନ୍ଧୁ ନଦ Sindhu nada

  • ସଂ. ବି — ଭାରତର ପଶ୍ମିମ ପ୍ରାନ୍ତବର୍ତ୍ତୀ ପ୍ରସିଦ୍ଧ ନଦ — The river Indus
  • ସଂ. ବି — [ଦ୍ର—ଏହା ହିମାଳୟର ଉତ୍ତରସ୍ଥ ମାନସରୋବରରୁ ବାହାରି ପଶ୍ଚିମ ବାଟେ ବୁଲି କାଶ୍ମୀରଦେଶ ବାଟ ଦେଇ ଦକ୍ଷଣଗାମୀ ହୋଇ ଅନ୍ଯ 4 ଗୋଟି ନଦ (ଚେନାବ, ଝେଲମ ରାବି, ସଟଲେଜ୍) ସଙ୍ଗେ ମିଳିତ ହୋଇ ପଞ୍ଜାବଦେଶ ବାଟେ ସିନ୍ଧୁ ଦେଶରେ ପ୍ରବାହିତ ହୋଇ ଆରବ ସାଗରରେ ପଡ଼ିଅଛି। ଏହି ପଞ୍ଚନଦର ପଶ୍ଚିମତମ ନଦ ସିନ୍ଧୁ ଏବଂ ପୂର୍ବତମ ନଦ ଶତଦ୍ରୁ ବା ସଟ୍ଲେଜ୍ ଅଟେ। ଡେରାଗାଜୀ ଖାଁ, ସ୍ୱକର, ହାଇଦରାବାଦ ସିନ୍ଧୁନଦକୂଳସ୍ଥ ପ୍ରଧାନ ନଗର।] — [ଦ୍ର—ଏହା ହିମାଳୟର ଉତ୍ତରସ୍ଥ ମାନସରୋବରରୁ ବାହାରି ପଶ୍ଚିମ ବାଟେ ବୁଲି କାଶ୍ମୀରଦେଶ ବାଟ ଦେଇ ଦକ୍ଷଣଗାମୀ ହୋଇ ଅନ୍ଯ4ଗୋଟି ନଦ (ଚେନାବ, ଝେଲମ ରାବି, ସଟଲେଜ୍) ସଙ୍ଗେ ମିଳିତ ହୋଇ ପଞ୍ଜାବଦେଶ ବାଟେ ସିନ୍ଧୁ ଦେଶରେ ପ୍ରବାହିତ ହୋଇ ଆରବ ସାଗରରେ ପଡ଼ିଅଛି ଏହି ପଞ୍ଚନଦର ପଶ୍ଚିମତମ ନଦ ସିନ୍ଧୁ ଏବଂ ପୂର୍ବତମ ନଦ ଶତଦ୍ରୁ ବା ସଟ୍ଲେଜ୍ ଅଟେ ଡେରାଗାଜୀ ଖାଁ, ସ୍ୱକର, ହାଇଦରାବାଦ ସିନ୍ଧୁନଦକୂଳସ୍ଥ ପ୍ରଧାନ ନଗର]