ସିନ୍ଧୁ ଦ୍ୱୀପ Sindhu dwīpa
- ସଂ. ବି (ନାମ) — ଭରତବଂଶୀୟ ଆଜମୀର ନାମକ ରାଜାଙ୍କ ପୁତ୍ର ଜହ୍ନୁ ମୁନିଙ୍କ ପୁତ୍ର; ମୁନିବିଶେଷ — Name of a sage; son of Jahnu
- ସଂ. ବି (ନାମ) — [ଦ୍ର—ଏ ଜନ୍ମତଃ କ୍ଷତ୍ରୟ ଥିଲେ; କିନ୍ତୁ ତପଃପ୍ରଭାବରୁ ବିଶ୍ୱାମିତ୍ରଙ୍କ ପରି ବ୍ରାହ୍ମଣତ୍ୱ ଲାଭ କରିଥିଲେ। ଏ ଯଜୁର୍ବେଦରର ଗୁଡ଼ିଏ ମନ୍ତ୍ରର ଦ୍ରଷ୍ଟା ଥିଲେ।]