ସିନ୍ଧୁ ଘୋଟକ Sindhu ghoṭaka

  • ସଂ. ବି (ଆଧୁନିକ ନାମ; ସିନ୍ଧୁ+ ଘୋଟକ) — ସୀଲ୍ ଜାତୀୟ ଏକ ପ୍ରକାର ଜଳଚର ଜୀବ — Walrus; a marine animal; sea horse Trichecus Rosmarus
  • ସଂ. ବି (ଆଧୁନିକ ନାମ; ସିନ୍ଧୁ+ ଘୋଟକ) — [ଦ୍ର— ଏମାନଙ୍କର ଆକୃତି ଘୋଡ଼ାପରି ବଡ଼ ଥିବାରୁ ଏପରି ନାମ ଦିଆଯାଇଅଛି। ଏମାନେ ଉତ୍ତର ସିନ୍ଧୁ — (Arctic ocean)ରେ ଦେଖାଯାଆନ୍ତି ଅଣ୍ଡିରା ଜୀବଙ୍କର ଉପର ପାଟିରୁ ତଳ ଆଡକୁ ଦୁଇ ହାତ ଲମ୍ବର ଦୁଇଟି ଦାନ୍ତ ବାହାରି ଥାଏ ଏମାନଙ୍କର ହାତ ଅଗ୍ରପାଦ ଗୋଟି ଏବଂ ଗୋଡ଼ ପରିବର୍ତ୍ତରେ ପୁଚ୍ଛ ଥାଏ
  • ସଂ. ବି (ଆଧୁନିକ ନାମ; ସିନ୍ଧୁ+ ଘୋଟକ) — ଅଧୁନା ସମୁଦ୍ରରେ ନାନାପ୍ରକାର ଅଗ୍ରପଦବିଶିଷ୍ଟ ଜୀବଙ୍କୁ ଦୁଇଟି ଏହିପରି ନାମମାନ ଦିଆଯାଇଅଛି; ଯଥା
  • ସଂ. ବି (ଆଧୁନିକ ନାମ; ସିନ୍ଧୁ+ ଘୋଟକ) — ସିନ୍ଧୁ ଗଜ — Sea elephant
  • ସଂ. ବି (ଆଧୁନିକ ନାମ; ସିନ୍ଧୁ+ ଘୋଟକ) — ସିନ୍ଧୁ ସିଂହ — Sea lion
  • ସଂ. ବି (ଆଧୁନିକ ନାମ; ସିନ୍ଧୁ+ ଘୋଟକ) — ସିନ୍ଧୁ ବିଡ଼ାଳ — Sea otter
  • ସଂ. ବି (ଆଧୁନିକ ନାମ; ସିନ୍ଧୁ+ ଘୋଟକ) — ସିନ୍ଧୁ ଭଲ୍ଲୁକ — Sea bear
  • ସଂ. ବି (ଆଧୁନିକ ନାମ; ସିନ୍ଧୁ+ ଘୋଟକ) — ସିନ୍ଧୁ ବ୍ୟାଘ୍ର — Sea leopard.]
  • ସଂ. ବି (ଆଧୁନିକ ନାମ; ସିନ୍ଧୁ+ ଘୋଟକ) — ଜଳ ଘୋଟକ; ଗଣ୍ଡାପରି; ମୁଖବିଶିଷ୍ଟ ସାମୁଦ୍ରିକ ଜୀବ ବିଶେଷ — Hippopotamus; Hipposamus Amphibius; the river horse
  • ସଂ. ବି (ଆଧୁନିକ ନାମ; ସିନ୍ଧୁ+ ଘୋଟକ) — [ଦ୍ର—ଏମାନେ ଚାରି ଗୋଡ଼ ବିଶିଷ୍ଟ ଓ ଉଭୟଚର। ଆଫ୍ରିକା ଦେଶର ନଦୀମାନଙ୍କରେ ଏମାନେ ଅଧିକ ପରିମାଣରେ ଦୃଷ୍ଟିଗୋଚର ହୁଅନ୍ତି। ଏମାନେ ତୃଣଭୋଜୀ, ଘୁଷୁରିଜାତୀୟ ଓ ଏମାନଙ୍କର ଚମ ଖୁବ୍ ମୋଟ।]
  • ସଂ. ବି (ଆଧୁନିକ ନାମ; ସିନ୍ଧୁ+ ଘୋଟକ) — ସିନ୍ଧୁ ଦେଶୀୟ ଉତ୍କୃଷ୍ଟ ଅଶ୍ୱ — An excellent breed of horse of Sind