ସିନ୍ଧୁ ଗଜ Sindhu gaja
- ସଂ. ବି (ଆଧୁନିକ ନାମ; ସଂ ସିନ୍ଧୁ+ଗଜ) — ଏକପ୍ରକାର ସାମୁଦ୍ରିକ ଜୀବ; ଜଳହସ୍ତୀ — The sea elephant; Macrorhinus Probescidecus
- ସଂ. ବି (ଆଧୁନିକ ନାମ; ସଂ ସିନ୍ଧୁ+ଗଜ) — [ଦ୍ର—ଏମାନେ ଦକ୍ଷିଣ ମହାସାଗରରେ ମିଳନ୍ତି; ଲମ୍ବରେ 30 ଫୁଟ ପର୍ଯ୍ୟନ୍ତ ବଢ଼ନ୍ତି। ଏମାନଙ୍କ ଚର୍ବିରୁ ତେଲ ହୁଏ। ଅଣ୍ଡିରା ସିନ୍ଧୁ ଗଜଙ୍କ ନାକ ହାତୀମୁଣ୍ଡ ପରି ଓ 1 ଫୁଟ ଲମ୍ବ ।] — [ଦ୍ର—ଏମାନେ ଦକ୍ଷିଣ ମହାସାଗରରେ ମିଳନ୍ତି; ଲମ୍ବରେ30ଫୁଟ ପର୍ଯ୍ୟନ୍ତ ବଢ଼ନ୍ତି ଏମାନଙ୍କ ଚର୍ବିରୁ ତେଲ ହୁଏ ଅଣ୍ଡିରା ସିନ୍ଧୁ ଗଜଙ୍କ ନାକ ହାତୀମୁଣ୍ଡ ପରି ଓ1ଫୁଟ ଲମ୍ବ ]