ସିନ୍ଦୋଳିବା Sindoḻibā

  • ଦେ. କ୍ରି (ସଂ. ସନ୍ଧାନ; ସନ୍ଧାନିତ) — ଚୋପା ଲଗାଥିବା ଦୁଇଟା ନଡ଼ିଆର କତାରୁ ଚିରାଯିବା ଜିଭ ପରି ଅଂଶ ଦ୍ୱୟକୁ ଏକତ୍ର ଗଣ୍ଠି ପକାଇ ଛନ୍ଦିବା — To join two rinded cocoanuts together by knotting together two thin flaps from the rinds of of both
  • ଦେ. କ୍ରି (ସଂ. ସନ୍ଧାନ; ସନ୍ଧାନିତ) — [ଦ୍ର—ଏପରି କଲେ ଯୋଡ଼ା ଯୋଡ଼ା କରି ବହୁସଂଖ୍ୟକ ନଡ଼ିଆକୁ ବାଉଁଶ ଦେହରେ ଉପର୍ଯ୍ୟୁପରି ରଖା ଯାଇ ପାରେ।]