ସିନ୍ଦୋଟ୍ Sindoṭ

  • ପ୍ରାଦେ. ବି (ପୁରୀ) — ସ୍ତ୍ରୀମାନଙ୍କ ଯିବା ଆସିବା ପାଇଁ ବ୍ଯବହୃତ ଶାସନ ଗ୍ରାମର ପଛପଟେ ଥିବା ପଥ — The path on the back-door side of a Ṡāsana village (in Rāhāngā of the Puri district), used by the pardanasin ladies while going from one village to another or from one part of it to another