ସିନ୍ଦୂରୀ Sindūrī

  • ସଂ. ବି — ସିନ୍ଦୂରପୁଷ୍ପୀ (ରାଜନିର୍ଘଣ୍ଟ) (ଦେଖ) — Sindūrapushpi (See)
  • ସଂ. ବି — ସେଚନୀ; ପୋଦିନା ଶାଗ (ମେଦିନୀ) — A sweet scented mint (herb)
  • ସଂ. ବି — ରକ୍ତଚେଳିକା (ମେଦିନୀ) — A herb
  • ସଂ. ବି — ଧାତକୀ (ମେଦିନୀ) — A red-flowered herb; Woodfordia Floribunda