ସିନ୍ଦୂରି Sindūri

  • ଦେ. ବି. (ସଂ. ସିନ୍ଦୂରିତ) — ସିନ୍ଦୂର ବର୍ଣ୍ଣବିଶିଷ୍ଟ — Vermillion coloured
  • ଦେ. ବି. (ସଂ. ସିନ୍ଦୂରିତ) — (ଉ—ସୁପକ୍ୱ ସିନ୍ଦୂରି ରସାଳ ଫଳ ଲକ୍ଷ୍ୟ ହୋଇବ—ଭଞ୍ଜ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ।)
  • ଦେ. ବି — ସିନ୍ଦୂରା (ଦେଖ) — Sindūrā (See)