ସିନ୍ଦୂରା Sindūrā

  • ଦେ. ବିଣ. (ସଂ. ସିନ୍ଦୂର) — ସିନ୍ଦୂର ବର୍ଣ୍ଣବିଶିଷ୍ଟ — Vermillion coloured
  • ଦେ. ବି — ସିନ୍ଦୂରି; ସୂର୍ଯ୍ୟଦୋୟ ପୂର୍ବରୁ ପୂର୍ବ— ଦିଗରେ ଦେଖାଯିବା ରକ୍ତିମା; ଅରୁଣିମା — The red colour on the east seen before sun- rise; the aurora before sunrise
  • ଦେ. ବି — [ଉ— ସବିତା ବିହୁନେ ଥିଲା ପ୍ରାଚୀବାଳା ବିରହ—ଦୁଃଖେ ବିଧୁରା, ସମାଗମେ ଏବେ ଗଣ୍ଡେ ସୁନ୍ଦରୀର ଫିଟିଲା ଲାଜସିନ୍ଦୂରା— ରାଧାନାଥ, ପାର୍ବତୀ]
  • ଦେ. ବି — ସିନ୍ଦୂର ବର୍ଣ୍ଣ — Vermillion colour