ସିନ୍ଦୂରପୁଷ୍ପୀ Sindūra pushpī
- ସଂ. ବି — ପୁଷ୍ପ ବୃକ୍ଷ ବିଶେଷ (ରାଜ ନିର୍ଘଣ୍ଟ) — A flower tree
- ସଂ. ବି — [ଦ୍ର—ଏହାର ଫୁଲ ରକ୍ତବର୍ଣ୍ଣ ବା ସିନ୍ଦୂର ବର୍ଣ୍ଣ ଥିବାରୁ ଏପରି ନାମକରଣ ହୋଇଅଛି।
- ସଂ. ବି — ଏଥିର ଗୁଣ—କଟୁତ୍ୱ, ତିକ୍ତତ୍ୱ କଷାୟତ୍ୱ, ଶ୍ଳେଷ୍ମବାତଶିରୋରୋଗ ଓ ଭୂତନାଶିତ୍ୱ, ଚଣ୍ଡୀପ୍ରିୟତ୍ୱ। (ରାଜନିର୍ଘଣ୍ଟ)]