ସିନ୍ଦୂର ସୁନ୍ଥା Sindūra sunthā

  • ଦେ. ବି — ବିନ୍ୟସ୍ତିକେଶର ସିନ୍ଦୂର ବୋଳା ଯାଇଥିବା ମଧ୍ୟରେଖା — The furrowed line of the parted hair over the brow besmeared with vermillion
  • ଦେ. ବି — [ଦ୍ର—ବଙ୍ଗଦେଶରେ ସଧବାମାନେ ସୁନ୍ଥାରେ ସିନ୍ଦୂର ରେଖା ଘେନନ୍ତି।]