ସିନ୍ଦୂର ମୁଣ୍ଡୀ Sindūra muṇḍī

  • ଦେ. ବିଣ. ସ୍ତ୍ରୀ — ସିନ୍ଦୁର ମୁଣ୍ଡାର ସ୍ତ୍ରୀଲିଙ୍ଗ — Feminine of Sindūra muṇḍā
  • ଦେ. ବିଣ. ସ୍ତ୍ରୀ — ଯେଉଁ ସ୍ତ୍ରୀ କପାଳରେ ଅତ୍ୟଧିକ ସିନ୍ଦୂର ବୋଳିଥାଏ — (a woman) Who has smeared excessive vermillion on her forehead
  • ଦେ. ବିଣ. ସ୍ତ୍ରୀ — ସିନ୍ଦୂର ମୁଣ୍ଡି (ଦେଖ) — Sindūra muṇḍi (See)