ସିନ୍ଦୂର ମୁଣ୍ଡି Sindūra muṇḍi

  • ଦେ. ବିଣ — ସିନ୍ଦୂର ମୁଣ୍ଡା (ଦେଖ) — Sindūra muṇḍā (See)
  • ଦେ. ବି — ଏକ— ପ୍ରକାର ନାଲିମୁଣ୍ଡିଆ ଚଢ଼େଇ — A kind of red headed bird
  • ଦେ. ବି — [ଉ—ଚୌଦିଗେ ଶୁଭଇ ସିନ୍ଦୂରମୁଣ୍ଡିର ସ୍ୱାଗତ ଋତୁନାୟକେ—ରାଧାନାଥ, ଉର୍ବଶୀ।]
  • ଦେ. ବି — [ଦ୍ର—ଏହାର ଦେହ ହରିଦ୍ବର୍ଣ୍ଣ (ସାବଜା) ଓ ମୁଣ୍ଡ ସିନ୍ଦୂର ପରି ନାଲି। ଓଡ଼ିଶାରେ ଏ ପକ୍ଷୀ ସର୍ବତ୍ର ଦେଖାଯାଆନ୍ତି। ରୌଦ୍ରର ଆଧିକ୍ୟ ହେଲେ ଏମାନେ 'ସତର, ସତର, ସତର' ଭାବରେ ବନ ଭୂମିକୁ ଝଙ୍କାରିତ କରନ୍ତି।]