ସିନ୍ଦୂର ବଜର ହେଉ (ତୋ) Sindūra bajara heu

  • ଦେ. ବାକ୍ୟ — ସଧବା ଓ କୁମାରୀ ପ୍ରତି ପ୍ରଯୁକ୍ତ ଆଶୀର୍ବାଦ; ଅର୍ଥାତ୍—'ତୁ ଚିରଦିନ ସଧବା ହୋଇ ବଞ୍ଚି ରହ'—ଏହିଭାବ। — A blessing to maidens and woman who have their husbands living, meaning 'May the vermillion on your forehead be permanent as thunder, i.e. 'May your husband live long'